Meaning : ଏକ ପୌରାଣିକ ନଦୀ
Example :
ବ୍ରାହ୍ମଣୀଙ୍କ ବର୍ଣ୍ଣନା ମହାଭାରତରେ ମିଳେ
Translation in other languages :
Meaning : ବ୍ରାହ୍ମଣ ଜାତିର ସ୍ତ୍ରୀ
Example :
ସୀତା ଜଣେ ବ୍ରାହ୍ମଣୀ
Synonyms : ବାହ୍ମୁଣିଆଣୀ, ବାହ୍ମୁଣୀ
Translation in other languages :
Meaning : ଏକ ଭାରତୀୟ ନଦୀ
Example :
ବ୍ରାହ୍ମଣୀ ନଦୀ ଓଡ଼ିଶା, ବିହାର ଆଦି ରାଜ୍ୟରେ ପ୍ରବାହିତ ହେଉଛି
Synonyms : ବ୍ରାହ୍ମଣୀ ନଦୀ
Translation in other languages :
एक भारतीय नदी।
ब्राह्मणी उड़ीसा, बिहार आदि में बहती है।Meaning : ବ୍ରାହ୍ମଣର ସ୍ତ୍ରୀ
Example :
ବ୍ରାହ୍ମଣ ସହିତ ବ୍ରାହ୍ମଣୀ ମନ୍ଦିରରେ ପୂଜା କରୁଛି
Synonyms : ବାହ୍ମୁଣିଆଣୀ, ବାହ୍ମୁଣୀ
Translation in other languages :
Meaning : ଏକ ପ୍ରକାର ଚିଲ
Example :
ବ୍ରାହ୍ମଣୀ ଚିଲ ଭାରତୀୟ ଜଙ୍ଗଲରେ ଦେଖିବାକୁ ମିଳେ
Synonyms : ବ୍ରାହ୍ମଣୀ ଚିଲ
Translation in other languages :
एक प्रकार की चील।
ब्राह्मणी चील भारतीय जंगलों में पाई जाती है।