Meaning : ଶୃଙ୍ଗାର କରିବା ବା ସଜାଇବାର ପ୍ରକ୍ରିୟା
Example :
କୃଷ୍ଣଙ୍କଦ୍ୱାରା ରାଧାଙ୍କ ପ୍ରସାଧନ ହେବା ପରେ କାବ୍ୟ ସମାପ୍ତ ହୋଇଯାଉଛି
Translation in other languages :
Meaning : ସ୍ତ୍ରୀମାନେ ଗହଣା, ଲୁଗା ଆଦିରେ ନିଜକୁ ସୁସଜ୍ଜିତ କରିବା ପ୍ରକ୍ରିୟା
Example :
ସୀତା ଶୃଙ୍ଗାର କକ୍ଷରେ ଘଣ୍ଟାଏ ହେଲାଣି ସଜବାଜ ହେଉଛି
Synonyms : ଅଙ୍ଗରାଗ, ଅଙ୍ଗସଜା, ମେକପ୍, ଶୃଙ୍ଗାର, ସଜବାଜ, ସାଜସଜ୍ଜା
Translation in other languages :
स्त्रियों का गहने, कपड़े आदि से अपने आपको सजाने की क्रिया।
कुछ स्त्रियों का अधिकांश समय शृंगार में व्यतीत होता है।