Meaning : ପରିମାଣରେ ଅଧିକ କରିବା
Example :
ସେ ଭୋଜନର ପରିମାଣ ବଢ଼ାଇଦେଇଛି
Synonyms : ଅଧିକ କରାଇବା, ବର୍ଦ୍ଧିତ କରାଇବା, ବଢ଼ାଇବା
Translation in other languages :
Meaning : ବଢ଼ାଇବା କାମ ଅନ୍ୟ କାହାଦ୍ୱାରା କରାଇବା
Example :
ରହିମ ଠିକାଦାରକୁ କହି ତା ଘରେ ଏକ କୋଠରି ବଢ଼ାଇଲା
Synonyms : ପ୍ରସାରିତ କରାଇବା, ବର୍ଦ୍ଧିତ କରାଇବା, ବଢ଼ାଇବା
Translation in other languages :