Meaning : ପ୍ରିୟ ବ୍ୟକ୍ତି ସହିତ ମିଳନ ନହେବା କାରଣରୁ ଉତ୍ପନ୍ନ ହେଉଥିବା ଭାବ
Example :
ସୁରଦାସଙ୍କ ରଚିତ ରାଧାଙ୍କ ବିରହ ବର୍ଣ୍ଣନା ବହୁତ ମାର୍ମିକ
Translation in other languages :
Meaning : କାହାଠାରୁ ଅଲଗାହେବା ବା ଦୂରେଇ ଯିବାର ଅବସ୍ଥା ବା ଭାବ
Example :
ରାଧାଙ୍କୁ କୃଷ୍ଣଙ୍କ ବିଚ୍ଛେଦ ସହିବାକୁ ପଡ଼ିଲା
Synonyms : ବିଚ୍ଛେଦ
Translation in other languages :
Meaning : କୌଣସି ସଂଖ୍ୟାରୁ କୌଣସି ସଂଖ୍ୟା ଫେଡ଼ିବା କ୍ରିୟା
Example :
ବିୟୋଗ କଲାପରେ ଉତ୍ତର ଚାରି ହେଲା
Synonyms : ଫେଡ଼ାଣ, ବିଯୋଗ, ବିୟୋଗୀକରଣ
Translation in other languages :
An arithmetic operation in which the difference between two numbers is calculated.
The subtraction of three from four leaves one.