Meaning : ଯେଉଁ ଉପାୟରେ କାମ ତୁରନ୍ତ ହୋଇଯାଏ ବା କୌଣସି କାମ କରିବାର ବିଶେଷ ଢଙ୍ଗ ବା ଉପାୟ
Example :
କୌଣସି ବିଶେଷ ଉପାୟ ବତାଅ ଯେଉଁଥିରେ ଏହି କାମ ଶୀଘ୍ର ହୋଇଯିବ
Synonyms : ଗୂଢ଼ମନ୍ତ୍ର, ମୂଳମନ୍ତ୍ର
Translation in other languages :
वह उपाय जिसमें कोई काम तुरंत हो जाए या कोई काम करने का विशेष ढंग या तरीका।
कोई गुर बताइए जिससे यह काम जल्दी हो जाए।