Meaning : ହଠଯୋଗ ଅନୁସାରେ ମାନବ ଶରୀର ଭିତରର ଷଡଚକ୍ର ମଧ୍ୟରୁ ପଞ୍ଚମ
Example :
ଗଳା ନିକଟରେ ବିଶୁଦ୍ଧ ଚକ୍ରର ସ୍ଥାନ ବୋଲି ଗ୍ରହଣ କରାଯାଏ
Synonyms : ବିଶୁଦ୍ଧ ଚକ୍ର
Translation in other languages :
हठयोग के अनुसार शरीर के अंदर के छः चक्रों में से पाँचवाँ।
विशुद्ध चक्र का स्थान गले के पास माना जाता है।Meaning : ଯେଉଁଥିରେ କିଛି ମିଶି ନାହିଁ ବା ଏକଦମ୍ ଭଲ
Example :
ଆଜିକାଲି ବଜାରରେ ଖାଣ୍ଟି ଜିନିଷ ମିଳିବା ମୁସ୍କିଲ୍
Synonyms : ଅବିମିଶ୍ରିତ, ଅମିଶ୍ରିତ, ଅସଲି, ଖାଣ୍ଟି, ବଢ଼ିଆ, ଶୁଦ୍ଧ
Translation in other languages :
Free of extraneous elements of any kind.
Pure air and water.Meaning : ଯାହା ସାଧୁତା, ନିଷ୍ପକ୍ଷତା, ନ୍ୟାୟ ଆଦିର ଆଧାରରେ ହୋଇଥାଏ
Example :
ଆମେ ବିଶୁଦ୍ଧ ବ୍ୟବସାୟ କରିବା ଉଚିତ
Translation in other languages :
Meaning : ଯାହା ପରିଶୋଧିତ ବା ଯାହାକୁ ପରିଶୁଦ୍ଧ କରାଯାଇଛି
Example :
ଏହା ଶୁଦ୍ଧ ସୁବର୍ଣ୍ଣର ବିସ୍କୁଟ
Synonyms : ଅମିଶା, ଅସଲି, ଖାଣ୍ଟି, ଖାଦହୀନ, ଭଲ, ଶୁଦ୍ଧ
Translation in other languages :
Free of extraneous elements of any kind.
Pure air and water.Meaning : ଯେଉଁଥିରେ କୌଣସି ପ୍ରକାରର ମଳି ବା ଦୋଷ ନାହିଁ
Example :
ନିର୍ମଳ ମନରେ ପ୍ରଭୁଙ୍କୁ ମନେପକାଅ
Synonyms : ଅନାବିଳ, ଅମ୍ଳାନ, ନିର୍ମଳ, ପବିତ୍ର, ବିମଳ, ଶୁଦ୍ଧ, ସଫା, ସଫାସୁତରା, ସୁତରା, ସ୍ୱଚ୍ଛ
Translation in other languages :
जिसमें किसी प्रकार का मल या दोष न हो।
वातावरण शुद्ध होना चाहिए।