Meaning : ସାଧାରଣ ବା ନିର୍ଦ୍ଦିଷ୍ଟ ଠାରୁ ଅଧିକ ସମୟ
Example :
ମୋର ଏଠାକୁ ଆସିବାରେ ଡେରି ହୋଇପାରେ,ଚିନ୍ତା କରିବେ ନାହିଁ
Translation in other languages :
Time during which some action is awaited.
Instant replay caused too long a delay.Meaning : ଚାଲୁଥିବା କାର୍ଯ୍ୟକୁ କିଛି ସମୟପାଇଁ ରୋକିଦେବାର ପ୍ରକ୍ରିୟା
Example :
ଅଦିନ ବର୍ଷା ଯୋଗୁଁ କାର୍ଯ୍ୟକ୍ରମର ବିଳମ୍ବହେବାର କାରଣ ଥିଲା
Synonyms : ଉଚ୍ଛୁର
Translation in other languages :