Meaning : ଯାହା ସମ୍ପର୍କରେ ବିବାଦ ବା ଯୁକ୍ତିତର୍କ ହୋଇପାରେ
Example :
ମୁଁ କୌଣସି ବିବାଦାସ୍ପଦ ମାମଲାରେ ପଡ଼ିବାକୁ ଚାହୁଁନାହିଁ
Synonyms : ବିବାଦୀ
Translation in other languages :
Marked by or capable of arousing controversy.
The issue of the death penalty is highly controversial.