Meaning : ଲଢ଼ାଇ କିମ୍ବା ଖେଳ ଇତ୍ୟାଦିରେ ଶତ୍ରୁ ବା ବିପକ୍ଷକୁ ହରାଇ ପ୍ରାପ୍ତ କରାଯାଉଥିବା ସଫଳତା
Example :
ଆଜି ଖେଳରେ ଭାରତର ବିଜୟ ହେଇଛି
Translation in other languages :
Meaning : ସଫଳ ହେବାର ଅବସ୍ଥା ବା ଭାବ
Example :
ଗଣେଶ ଯେ କୌଣସି କାମରେ ହାତ ଲଗାଏ, ତାକୁ ସେଥିରେ ସଫଳତା ମିଳେ
Translation in other languages :
Meaning : ବିଷ୍ଣୁଙ୍କର ଜଣେ ପାର୍ଷଦ
Example :
ବ୍ରହ୍ମାଙ୍କ ମାନସ ପୁତ୍ର ଜୟ ଏବଂ ବିଜୟକୁ ରାକ୍ଷସ ରୂପରେ ପୃଥିବୀରେ ଅବତରଣ କରିବାକୁ ଶାପ ଦେଇଥିଲେ
Translation in other languages :
विष्णु का एक पार्षद।
जय और विजय को ब्रह्मा के मानस पुत्रों ने राक्षस के रूप में धरती पर आने का श्राप दिया था।An imaginary being of myth or fable.
mythical being