Meaning : ଚିନ୍ତାକରିବା, ବୁଝିବାଏବଂ ନିଷ୍ପତ୍ତି ନେବାର ବୃତ୍ତି ବା ମାନସିକ ଶକ୍ତି
Example :
ଅନ୍ୟମାନଙ୍କର ବୁଦ୍ଧିରେ ଘୋଡ଼ାଚଢ଼ିବା ଅପେକ୍ଷା ନିଜ ବୁଦ୍ଧିରେ ଘାଷକାଟିବା ବହୁତ ଭଲ
Synonyms : ବୁଦ୍ଧି
Translation in other languages :
सोचने समझने और निश्चय करने की वृत्ति या मानसिक शक्ति।
औरों की बुद्धि से राजा बनने की अपेक्षा अपनी बुद्धि से फ़कीर बनना ज़्यादा अच्छा है।Meaning : କୌଣସି ବସ୍ତୁକୁ ଦେଖିବା ବା କିଛି ବିଷୟ ସମ୍ପର୍କରେ ବିଚାର କରିବାର ବୃତ୍ତି ବା ଢଙ୍ଗ
Example :
ଆମ ଦୃଷ୍ଟି କୋଣରେ ଆପଣଙ୍କର ଏହି କାମ ଅନୁଚିତ
Synonyms : ଦୃଷ୍ଟି, ଦୃଷ୍ଟି କୋଣ, ନଜର
Translation in other languages :
A mental position from which things are viewed.
We should consider this problem from the viewpoint of the Russians.Meaning : ବିଚାର କରିବା କ୍ରିୟା ବା ଭାବ
Example :
ବହୁତ ବିଚାର କରିବାପରେ ଆମେ ସମସ୍ୟା ସମାଧାନର ମାର୍ଗ ଖୋଜିପାଇଲୁ
Synonyms : ଚିନ୍ତନ, ଚିନ୍ତା, ବିବେଚନା, ମନନ
Translation in other languages :
विचार करने की क्रिया या भाव।
बहुत चिंतन के बाद हमने समस्या का हल ढूँढ़ निकाला।The process of using your mind to consider something carefully.
Thinking always made him frown.Meaning : ମନରେ ଉତ୍ପନ୍ନ ହେଉଥିବା କଥା
Example :
ମୋର ଚିନ୍ତା ହେଉଛି ଯେ ଏହି କାମ ବର୍ତ୍ତମାନ ହୋଇଯିବା କଥା ବିଚାର ଉପରେ ବିବେକର ଅବଶ୍ୟ ଅଙ୍କୁଶ ରହିବା ଆବଶ୍ୟକ
Translation in other languages :
Meaning : କୌଣସି ବିଷୟ ଉପରେ ଆଧାରିତ ନିଜସ୍ୱ ବିଚାର ବା ସମ୍ମତି
Example :
ସମସ୍ତଙ୍କ ମତରେ ଏହି କାମ ଠିକ୍ ହେଉଛି
Translation in other languages :
A personal belief or judgment that is not founded on proof or certainty.
My opinion differs from yours.