Meaning : ନିଜର ଉଦ୍ଗମ ସ୍ଥାନରୁ ପ୍ରକଟ ହେବା
Example :
ଗଂଙ୍ଗା ଗଂଙ୍ଗୋତ୍ରୀରୁ ବାହାରିଛି
Synonyms : ନିର୍ଗମ ହେବା, ପ୍ରାଦୂର୍ଭୂତ ହେବା
Translation in other languages :
Meaning : ଦାନା ବା ଘାଆ ରୂପରେ ଶରୀରରେ ଉତ୍ପନ୍ନ ହେବା
Example :
ଗରମ ଦିନରେ ଶୁଭମ ଦେହରେ ଘିମିରି ଉଠେ
Translation in other languages :
Meaning : ଅକ୍ଳେଶରେ ଉଚ୍ଚାରିତ ହେବା
Example :
ଗୁଳି ବାଜିବାକ୍ଷଣି ଗାନ୍ଧିଜୀଙ୍କ ମୁହଁରୁ ହେ ରାମ ବାହାରିଲା ସାପକୁ ଦେଖି ପିଲାଟି ମୁହଁରୁ ଚିତ୍କାର ବାହାରିଲା
Translation in other languages :
अनायास उच्चरित होना।
गोली लगते ही गाँधीजी के मुख से हे राम निकला।Meaning : ବାହାରକୁ ଆସିବା
Example :
ସାପ ବିଳରୁ ବାହାରିଲା
Synonyms : ନିର୍ଗତ ହେବା
Translation in other languages :
Meaning : ପ୍ରଚଳିତ ବା ଲାଗୁହେବା
Example :
ଏଠି ପ୍ରତିଦିନ ନୂଆନୂଆ ଫେସନ୍ର ପୋଷାକ ବାହାରୁଛି
Translation in other languages :
Meaning : ରସ ବାହାରିବା
Example :
ତା ଘାଆରୁ ରକ୍ତମିଶା ପାଣି ଝରୁଛି
Synonyms : ଗଳିବା, ଝରିବା, ସ୍ରାବ ହେବା
Translation in other languages :
Meaning : କୌଣସି ପୁସ୍ତକଆଦି ଛପା ହୋଇ ଆସିବା
Example :
ତାଙ୍କର ଏକ ନୂଆ କବିତା ପୁସ୍ତକ ପ୍ରକାଶିତ ହୋଇଛି
Synonyms : ପ୍ରକାଶିତ ହେବା
Translation in other languages :
Meaning : ଅନବରତ ରସ ସ୍ୱରୂପ ବାହାରିବା
Example :
ତାଙ୍କର ବଥରୁ ପୂଜ ବୋହୁଛି
Synonyms : ବୋହିବା
Translation in other languages :