Meaning : ବୁଢ଼ାଲୋକଙ୍କପାଇଁ ଆଦରସୂଚକ ସମ୍ବୋଧନ
Example :
ଶ୍ୟାମ ତାଙ୍କ ବୁଢ଼ା ଚାକରକୁ ଜେଜେ ବୋଲି ଡାକେ ବାବା ! ମୁଁ ଆପଣଙ୍କୁ ରାସ୍ତା ପାରି କରାଇଦେବି କି ?
Synonyms : ଜେଜେ
Translation in other languages :
Meaning : ପିତାଙ୍କ ପାଇଁ ସମ୍ବୋଧନ
Example :
ଆମେ ଆମର ପିତାଙ୍କୁ ବାପା ବୋଲି ସମ୍ବୋଧନ କରୁ
Translation in other languages :
Meaning : ସାଧୁସନ୍ତ ଆଦିଙ୍କପାଇଁ ଆଦରସୂଚକ ସମ୍ବୋଧନ
Example :
ଆମ ଗାଁକୁ ଜଣେ ସାଧୁ ବାବା ଆସିଛନ୍ତି
Translation in other languages :