Meaning : କୋମଳତା,ତୀବ୍ରତା,ଉଠିବା-ପଡ଼ିବା ଆଦି ସହ ଯୁକ୍ତ ଯେଉଁ ଧ୍ୱନି ବାଦ୍ୟ ଯନ୍ତ୍ର ବଜେଇବାରୁ ଉତ୍ପନ୍ନ ହୁଏ
Example :
ବାଦ୍ୟା ସ୍ୱର ସଂପୂର୍ଣ୍ଣ କଳାଗୃହରେ ଗୁଞ୍ଜରିତ ହେଉଛି
Synonyms : ବାଦ୍ୟଯନ୍ତ୍ର
Translation in other languages :
कोमलता,तीव्रता,उतार-चढ़ाव आदि से युक्त वह ध्वनि जो वाद्य यंत्रों को बजाने से निकलती है।
वाद्य स्वर संपूर्ण कलागृह में गूँज रहा है।