Meaning : କୌଣସି ଇଂରେଜୀ ମାସର ଦ୍ୱାବିଂଶତିତମ ଦିନରେ ପଡୁଥିବା ତାରିଖ
Example :
ଏମାସ ବାଇଶରୁ ତିରିଶ ପର୍ଯ୍ୟନ୍ତ ମୋର ଛୁଟି
Synonyms : ବାଇଶ ତାରିଖ
Meaning : ବାଇଶ ବର୍ଷର ଆୟୁ ବା ଗଣନାରେ ବାଇଶତମ ସ୍ଥାନରେ ଆସୁଥିବା ବର୍ଷ
Example :
ତାକୁ ଏବର୍ଷ ବାଇଶ ହେଲା
Synonyms : ବାଇଶବର୍ଷ
Translation in other languages :
+गणना में बाईस के स्थान पर आने वाला साल।
उसका इस साल बाईसवाँ लग जाएगा।A period of time occupying a regular part of a calendar year that is used for some particular activity.
A school year.