Meaning : ତରଳ ପଦାର୍ଥର ଯେଭଳି ସ୍ଥିରହେଲେ ସେଥିରେ ଦ୍ରବୀଭୂତ ହୋଇଥିବା ଜିନିଷ ବା ମଇଳା ତଳେ ବସିଯାଏ
Example :
ମାଛଧରାଳିମାନେ ବାହାରି ଆସିବାପରେ ପୋଖରୀର ପାଣି ସ୍ଥିର ହୋଇଗଲା
Synonyms : ସ୍ଥିର ହୋଇଯିବା
Translation in other languages :
Remove by passing through a filter.
Filter out the impurities.Meaning : ତଳେ ପଡ଼ିଯିବା ବା ଧିରେଧିରେ ବସିଯିବା
Example :
ବର୍ଷାରେ ମାଟି ପାଚେରୀ ଭୁଷୁଡ଼ି ପଡ଼ିଲା
Synonyms : ଧସିଯିବା, ଭୁଷୁଡ଼ି ପଡ଼ିବା
Translation in other languages :
Meaning : ଫୁଲିଥିବା ବା ବାହାରକୁଥିବା ତଳ ଭାଗ ଦବିଯାଇଥିବା
Example :
ବାକ୍ସ ଉପରେ ବସିବାରୁ ତାହା ଚେପା ହୋଇଗଲା
Synonyms : ଚେପାହୋଇଯିବା, ଦାବିହୋଇଯିବା
Translation in other languages :