Meaning : କୌଣସି ବସ୍ତୁ ଆଦି ଅଧିକ ମାତ୍ରାରେ ଉପରୁ ପଡ଼ିବା ବା ପକେଇବାର ପ୍ରକ୍ରିୟା
Example :
ଭକ୍ତମାନେ ମହାତ୍ମାଜୀଙ୍କ ଉପରେ ପୁଷ୍ପ ବର୍ଷା କଲେ
Synonyms : ବୃଷ୍ଟି
Translation in other languages :
Meaning : କୌଣସି ଜିନିଷର ବହୁତ ଅଧିକ ମାତ୍ରା ବା ସଂଖ୍ୟାରେ ଖସିବା ବା ପଡିବା କ୍ରିୟା
Example :
ଏଭଳି ପଇସା ବୃଷ୍ଟି ସେ ଆଗରୁ କେବେ ଦେଖି ନଥିଲେପଥର ବର୍ଷାରୁ ରକ୍ଷାପାଇବା ପାଇଁ ପୋଲିସ ଗୁଳି ଚଳାଇଲା
Translation in other languages :
Meaning : ବାଦଲରୁ ଝରୁଥିବା ଜଳବୁନ୍ଦା
Example :
ସେ ବର୍ଷାରେ ଭିଜି ଗଲା
Translation in other languages :
Meaning : ପାଣି ବର୍ଷିବା କ୍ରିୟା
Example :
ଭାରତର ଚେରାପୁଞ୍ଜିରେ ସବୁଠାରୁ ଅଧିକ ବୃଷ୍ଟି ହୁଏ ଦୁଇଘଣ୍ଟା ହେଲାଣି ବର୍ଷା ହେଉଛି
Translation in other languages :