Subscribe
URL of the page has been copied to clipboard.
Meaning : କାହାରିକୁ ବନ୍ଧେଇ କରିବାପାଇଁ ପ୍ରବୃତ୍ତ କରିବା
Example : ସେ ଦୋକାନୀଦ୍ୱାରା ଫଟୋ ବନ୍ଧେଇ କରାଇଲା
Synonyms : ବନ୍ଧେଇ କରାଇବା
Translation in other languages :हिन्दी English
किसी को मढ़ने में प्रवृत्त करना।
Enclose in a frame, as of a picture.
Meaning : ବାନ୍ଧିବାର କାମ ଅନ୍ୟ କାହାଦ୍ୱାରା କରାଇବା
Example : ସେ ତା ଭଉଣୀଦ୍ୱାରା ରାକ୍ଷୀ ବନ୍ଧାଇଲା
Translation in other languages :हिन्दी
बाँधने का काम दूसरे से करवाना।
Install App