Meaning : ଭବିଷ୍ୟତରେ କୌଣସି ଭୂମିକା ବା କାର୍ଯ୍ୟପାଇଁ (କାହାରିକୁ)ପ୍ରସ୍ତୁତ କରିବା
Example :
ବ୍ୟବସାୟୀଜଣକ ତା ପୁଅକୁ ନିଜ ଉତ୍ତରାଧିକାରୀ କରିବାପାଇଁ ବ୍ୟବସ୍ଥା କରୁଛି ଭାରତ ମାତାର ରକ୍ଷା କରିବାପାଇଁ ଆମ ସେନାବାହିନୀ ପ୍ରସ୍ତୁତ ହେଉଛି
Synonyms : ଆୟୋଜନ କରିବା, ତିଆରି କରିବା, ପ୍ରସ୍ତୁତ ହେବା, ବ୍ୟବସ୍ଥା କରିବା
Translation in other languages :
* भविष्य में किसी भूमिका या कार्य के लिए (किसी को) तैयार करना।
व्यापारी अपने लड़के को अपना उत्तराधिकारी बनाने के लिए तैयार कर रहा है।Meaning : କୌଣସି କାମ,ଘଟଣା ଆଦି ନିମନ୍ତେ ସ୍ଥାନ,ସମୟ ଆଦି ନିର୍ଦ୍ଧାରଣ କରିବା
Example :
ମୁଁ ଆସନ୍ତା ମାସରେ ଘରକୁ ଯିବାର ବ୍ୟବସ୍ଥା କରୁଛି
Synonyms : ଆୟୋଜନ କରିବା, ବ୍ୟବସ୍ଥା କରିବା, ଯୋଜନା କରିବା
Translation in other languages :
* किसी काम, घटना आदि के लिए स्थान, समय आदि निर्धारित करना।
मैंने अगले महीने घर जाने का कार्यक्रम बनाया है।Meaning : ବ୍ୟବସ୍ଥା ବା ପ୍ରବନ୍ଧ କରିବା ବା ପ୍ରକ୍ରିୟାକୁ ଆଣିବା
Example :
ବାଜି ଲଗାନ୍ତୁ ଘରକୁ ଫୋନ ଲଗାନ୍ତୁ
Synonyms : ଆୟୋଜନ କରିବା, ପ୍ରବନ୍ଧ କରିବା, ବ୍ୟବସ୍ଥା କରିବା, ଲଗାଇବା
Translation in other languages :