Meaning : ମାଛ ଧରିବାପାଇଁ ବ୍ୟବହାର କରୁଥିବା ବନିଶୀର ଡୋର
Example :
ବନଶୀରେ ପଡ଼ିଥିବା ମାଛ ଜୋରରେ ଛଟପଟ ହେବା କାରଣରୁ କମଜୋର ବନଶୀଡୋର ଛିଡ଼ିଗଲା
Translation in other languages :
A length of cord to which the leader and float and sinker and hook are attached.
fishing line