Meaning : ଦୋଷ ବିପତ୍ତି ଆଦିରେ ରକ୍ଷିତ, ଦୂର ବା ଅଲଗା ରହିବା ବା ସେଥିରେ ନ ପଡ଼ିବା
Example :
ରୋହିତ କେନ୍ସରରୁ ମରୁମରୁ ବଞ୍ଚିଲା
Synonyms : ରକ୍ଷାପାଇବା
Translation in other languages :
Continue in existence after (an adversity, etc.).
He survived the cancer against all odds.