Meaning : ବଂଧ୍ୟା ହେବାର ଅବସ୍ଥା ବା ଭାବ
Example :
ବଂଧ୍ୟାତ୍ୱ କାରଣରୁ ଏହି ଜମିରେ ଫସଲ ହେଉନାହିଁ
Synonyms : ଅନୁର୍ବରତା, ବନ୍ଧ୍ୟାତ୍ୱ
Translation in other languages :
The quality of lacking the power to produce.
unproductivenessMeaning : ବାଞ୍ଝ ହେବାର ଅବସ୍ଥା
Example :
ବାଞ୍ଝତ୍ୱ କାରଣରୁ ଶିଲା ମା ହୋଇ ପାରିଲା ନାହିଁ
Translation in other languages :
The state (usually of a woman) of having no children or being unable to have children.
barrenness