Meaning : ମୁଁହ ଖୋଲି ପବନ ବାହାର କରିବା
Example :
ଜଳାପୋଡା କମେଇବାପାଇଁ ସେ ନିଜ ଘାଆକୁ ଫୁଙ୍କୁ ଥିଲା ନିଆଁ ଜଳିବାପାଇଁ ସେ ବାରମ୍ବାର ଚୁଲି ଫୁଙ୍କୁଛି
Synonyms : ଫୁଙ୍କମାରିବା
Translation in other languages :
मुँह बहुत थोड़ा खुला रखकर हवा बाहर निकालना।
जलन कम करने के लिए वह अपने घाव को फूँक रही है।Meaning : ମୁଖଦ୍ୱାରା ଫୁଙ୍କିକରି ବଜାଯାଉଥିବା କୌଣସି ବାଦ୍ୟଯନ୍ତ୍ର
Example :
ପ୍ରବଚନ ଆରମ୍ଭ କରିବା ପୂର୍ବରୁ ପଣ୍ଡିତେ ଶଙ୍ଖ ଫୁଙ୍କିଲେ
Translation in other languages :
Meaning : ନିଆଁରେ କୌଣସି ବସ୍ତୁ ବା ପଦାର୍ଥକୁ ଜଳେଇବାରେ ପ୍ରବୃତ୍ତ କରିବା
Example :
ଖାଇବା ତିଆରି କରିବା ପାଇଁ ମାଳତୀ ଚୂଲି ଜଳେଇଲା
Synonyms : ଜଳେଇବା
Translation in other languages :
Meaning : ଫୁଙ୍କିକରି ଜଳାଇବା ବା ପ୍ରଜ୍ୱଳିତ କରିବା
Example :
ସରିତା ଥଣ୍ଡା ଚୁଲିକୁ ଫୁଙ୍କୁଛି
Translation in other languages :
Start to burn or burst into flames.
Marsh gases ignited suddenly.Meaning : ବିଡ଼ି ଓ ଗଞ୍ଜେଇଆଦି ଟାଣି ମୁଁହରୁ ଧୂଆଁ ବାହାରକରିବା
Example :
ଶ୍ୟାମ ନିଜ ବାପମାଆଙ୍କୁ ଲୁଚେଇ ଧୂମପାନ କରୁଛି ସେ ଦିନଯାକ ଅନେକ ସିଗାରେଟ ଟାଣୁଛି
Synonyms : ଧୂଆଁ ଟାଣିବା, ଧୂଆଁ ପିଇବା, ଧୂମପାନକରିବା
Translation in other languages :
तम्बाकू, गाँजे आदि का धुआँ मुँह से खींचकर बाहर निकालना।
श्याम अपने माँ-बाप से छिपकर धूम्रपान करता है।Inhale and exhale smoke from cigarettes, cigars, pipes.
We never smoked marijuana.