Meaning : ଏକ ବିଶିଷ୍ଟ ତତ୍ତ୍ୱ ରୂପରେ ବିକଶିତ ହେବା
Example :
ଏବେ ଆମ ଯୋଜନା ସାକାର ହେଉଛି
Synonyms : ଫଳପ୍ରସୂ ହେବା, ସଫଳ ହେବା, ସାକାର ହେବା
Translation in other languages :
Meaning : ବିଶେଷକରି ଆଶାନୁରୂପ ପ୍ରଭାବ ପଡ଼ିବା ବା ଫଳାଫଳ ଆସିବା
Example :
ଏହି ଔଷଧ ଭୋଜନପରେ ଖାଇଲେ ହିଁ କାମକରେ
Synonyms : କାମ କରିବା, କାମ ଦେବା, ଫଳପ୍ରସୂ ହେବା
Translation in other languages :