Meaning : ଫଟୋ କ୍ୟାମେରାଦ୍ୱାରା ଫଟୋ ଉଠାଇବା ପ୍ରକ୍ରିୟା ବା ଛାୟାଚିତ୍ର ପ୍ରସ୍ତୁତ କରିବା କାମ
Example :
ଫଟୋଗ୍ରାଫି କେତେକ ଲୋକଙ୍କପାଇଁ ସଉକ
Synonyms : ଚିତ୍ରୋତ୍ତଳନ
Translation in other languages :
फोटोकैमरे से चित्र खींचने की क्रिया या छायाचित्र बनाने का काम।
कुछ लोगों के लिए छायाचित्रण शौक होता है।