Meaning : କୌଣସି ସ୍ଥାନୀୟ ବିଶେଷତା (ବିଶେଷକରି ଯେପରି ରୂପରେଖାରେ ପରିଭାଷିତ କରାଯାଇଛି)
Example :
କୌଣସି ଗୀତ ଆଦିର ସଙ୍ଗୀତ ସମ୍ବନ୍ଧୀୟ ରୂପକୁ ଜଣେ ସଙ୍ଗୀତଜ୍ଞ ହିଁ ଭଲ ଭାବରେ ବୁଝାଇ ପାରିବେ
Synonyms : ଆକୃତି, ପ୍ରତିରୂପ, ରୂପ, ସଂରଚନା
Translation in other languages :
Any spatial attributes (especially as defined by outline).
He could barely make out their shapes.Meaning : ଗୋଟିଏ ବ୍ୟବସ୍ଥିତ ଯୋଜନା ବା ପ୍ରାରୂପ
Example :
ଏହି ଚାବିର ଡିଜାଇନ ଠିକ ନାହିଁ
Synonyms : ଡିଜାଇନ
Translation in other languages :