Meaning : କୌଣସି ପ୍ରକାରେ ନିଜ ଅଧିକାରକୁ ଆସିବା
Example :
ମୋତେ ରାମଠାରୁ ଶହେ ଟଙ୍କା ମିଳିଲାରାମ ପାଖରୁ ଶହେ ଟଂକା ମୋ ପାଖକୁ ଆସିଲା
Synonyms : ଆସିବା, କରଗତ କରିବା, ପାଇବା, ପ୍ରାପ୍ତ ହେବା, ମିଳିବା
Translation in other languages :
किसी प्रकार अपने अधिकार में या हाथ में आना।
मुझे राम से सौ रुपए प्राप्त हुए।Meaning : କାହାପାଖରୁ ବା କେଉଁଠାରୁ କୌଣସି ବସ୍ତୁ ନିଜ ହାତକୁ ନେବା ବା ଅଧିକାର କରିବା
Example :
ସେ ଅଧ୍ୟକ୍ଷକଙ୍କ ହାତରୁ ପୁରସ୍କାର ନେଲା
Synonyms : ଗ୍ରହଣ କରିବା, ନେବା, ପାଇବା
Translation in other languages :
किसी से या कहीं से कोई वस्तु आदि अपने हाथ में लेना।
उसने अध्यक्ष के हाथों पुरस्कार लिया।Meaning : ତୁଳନା କରି ପାରିବା
Example :
ତୁମେ ତୁମ ବଡ଼ ଭାଇଙ୍କ ପାଣ୍ଡିତ୍ୟର କେବେ ପ୍ରାପ୍ତ କରିପାରିବ ନାହିଁ
Synonyms : ପାଇବା
Translation in other languages :