Meaning : ଯୋଗଶାସ୍ତ୍ରାନୁସାରେ ନିଶ୍ୱାସ ଓ ପ୍ରଶ୍ୱାସ ବାୟୁକୁ ନିୟନ୍ତ୍ରଣ ଏବଂ ନିୟମିତ ରୂପରେ ଭିତକୁ ନେବା ଓ ବାହାରକୁ ଆଣିବାର ପ୍ରକ୍ରିୟା
Example :
ମୁଁ ପ୍ରତିଦିନ ସକାଳେ ପ୍ରାଣାୟାମ କରୁଛି
Translation in other languages :
योगशास्त्र के अनुसार श्वास और प्रश्वास की वायु को नियंत्रित और नियमित रूप से खींचने और बाहर निकालने की प्रक्रिया।
मैं रोज़ सुबह प्राणायाम करती हूँ।