Meaning : ପ୍ରସନ୍ନ ବା ଖୁସୀ କରିବାର କାମ
Example :
ଉଚ୍ଚ ଅଧିକାରୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଧନ ଆବଶ୍ୟକ
Translation in other languages :
Meaning : ପ୍ରସନ୍ନ ଓ ନିଶ୍ଚିନ୍ତ ରହିବାର ଅବସ୍ଥା ବା ଭାବ
Example :
ସେ ମଉଜରେ ଗାଇ ଗାଇ ଯାଉଥିଲା
Translation in other languages :
Meaning : ଯିଏ ପ୍ରସନ୍ନ ହୋଇଛି
Example :
ପଦୋନ୍ନତିର ଖବର ଶୁଣାଇବା ନିମନ୍ତେ ମନୋଜ ପ୍ରସନ୍ନ ମନରେ ଘରେ ପହଁଚିଲା ଚିଡ଼ିଆଖାନା ଭ୍ରମଣ ପରେ ପିଲାମାନେ ଖୁସି ହେଲେ
Synonyms : ଆନନ୍ଦିତ, ଆମୋଦିତ, ଆହ୍ଲାଦିତ, ଉଲ୍ଲସିତ, ଖୁସି, ପୁଲକିତ, ପ୍ରଫୁଲ୍ଲିତ, ପ୍ରମୋଦିତ, ପ୍ରସନ୍ନ, ବିନୋଦିତ, ହର୍ଷିତ
Translation in other languages :
जिसे प्रसन्नता हुई हो।
पदोन्नति का समाचार सुनाने के लिए मनोज प्रसन्न मन से घर पहुँचा।