Subscribe
URL of the page has been copied to clipboard.
Meaning : କୌଣସି ବସ୍ତୁ ହେବା, ତିଆରିହେବା ବା ବାହାରିବାର କ୍ରିୟା ବା ପ୍ରଣାଳୀ
Example : ୟୁରିଆର ପ୍ରସ୍ତୁତି ରାସାୟନିକ ପ୍ରକ୍ରିୟାରେ ହେଉଛି
Synonyms : କ୍ରିୟା, ପଦ୍ଧତି, ପ୍ରଣାଳୀ
Translation in other languages :हिन्दी English
वह क्रिया या प्रणाली जिससे कोई वस्तु होती, बनती या निकलती हो।
A particular course of action intended to achieve a result.
Meaning : କୌଣସି କାର୍ଯ୍ୟ ହେବା ବା କରାଯାଉଥିବା ଭାବ
Example : ଦୁଧରୁ ଦହି ତିଆରିକରିବା ହେଉଛି ଏକ ରାସାୟନିକ ପ୍ରକ୍ରିୟା
Synonyms : କ୍ରିୟା
Translation in other languages :हिन्दी
किसी कार्य के होने या किए जाने का भाव।
Install App