Meaning : କୌଣସି ବ୍ୟକ୍ତି, ବ୍ୟାଙ୍କ ବା ଅନ୍ୟ ସଂସ୍ଥା ନିକଟରେ ରହିଥିବା ବିତ୍ତୀୟ ସମ୍ପତ୍ତିସମୂହର ସୂଚୀ
Example :
ସେ ନିଜର ଷ୍ଟକ ନିବେଶ ସୂଚୀରେ କମ୍ ଲାଭ ହେବାରୁ ନିରାଶ ଥିଲେ
Synonyms : ନିବେଶ ସୂଚୀ
Translation in other languages :
किसी व्यक्ति, बैंक या अन्य संस्था के पास रखी वित्तीय सम्पत्तियों की सूची।
वे अपनी स्टॉक निवेश सूची में कम लाभ देखकर निराश थे।A list of the financial assets held by an individual or a bank or other financial institution.
They were disappointed by the poor returns on their stock portfolio.