Meaning : ଅଙ୍ଗୁଳି ଆଦିଦ୍ୱାରା ତରଳ ପଦାର୍ଥକୁ ଧାରଆଡ଼କୁ ଟାଣିକରି ଉଠାଇବା
Example :
ସେ ଚଟାଣ ଉପରେ ପଡ଼ିଥିବା ଦୁଧକୁ ପୋଛୁଛି
Translation in other languages :
Meaning : ରଗଡ଼ି କରି ଧୂଳି ବା ମଇଳା ଆଦି ସଫା କରିବା
Example :
ସେ ନୂଆ କନାରେ ଗାଡ଼ି ପୋଛୁଛି
Translation in other languages :