Meaning : ପୂର୍ବରୁ କରାଯାଇଥିବା ଅପେକ୍ଷା
Example :
ଭାରତ ଆମେରିକା ସହିତ ଏକ ବାଣିଜ୍ୟ ପୂର୍ବଚୁକ୍ତି ସ୍ୱାକ୍ଷର କରିଛି
Synonyms : ପୂର୍ବସର୍ତ୍ତ
Translation in other languages :
An assumption on which rests the validity or effect of something else.
condition, precondition, stipulation