Meaning : ପୂରାପୂରି ଭାବେ ଢାଙ୍କିବା ବା ଆଚ୍ଛାଦିତ କରିବା
Example :
କୁହୁଡ଼ି ଘରକୁ ପୂରାପୂରି ଭାବେ ଢାଙ୍କିଛି
Synonyms : ପୂରାପୂରି ଭାବେ ଢାଙ୍କିବା, ପୂରାପୂରିଭାବେ ଆବୃତ୍ତ କରିବା, ପୂରାପୂରିଭାବେ ଘୋଡ଼େଇବା, ସମ୍ପୂର୍ଣ୍ଣଭାବେ ଆଚ୍ଛାଦିତ କରିବା
Translation in other languages :
* पूरी तरह से ढँकना या आच्छादित करना।
कुहरे ने घर को पूरी तरह से ढँक दिया है।