Meaning : ଯେଉଁ ବ୍ୟକ୍ତି ପାଖରେ ପୁଞ୍ଜି ଥାଏ ବା ଯେ କୌଣସି କାର୍ଯ୍ୟ ବା ଉଦ୍ୟୋଗପାଇଁ ନିଜର ପୁଞ୍ଜି ବିନିଯୋଗ କରେ
Example :
ଅମ୍ବାନୀ ଜଣେ ବହୁତ ବଡ଼ ପୁଞ୍ଜିପତି
Synonyms : ପୁଂଜିପତି
Translation in other languages :
A person who invests capital in a business (especially a large business).
capitalist