Meaning : ଯେ ତରଳ ପଦାର୍ଥ ତଥା ଗ୍ୟାସକୁ ନିଜ ଭିତର ଦେଇ ଯିବାକୁ ଦିଏ
Example :
ବେଙ୍ଗର ତ୍ୱଚା ପାରଗମ୍ୟ ହୋଇଥାଏ
Translation in other languages :
Allowing fluids or gases to pass or diffuse through.
Permeable membranes.Meaning : ଯାହାକୁ ପାରି କରାଯାଇପାରେ
Example :
ଏହି ଘନ ଜଙ୍ଗଲ ପାରଗମ୍ୟ ନୁହେଁ
Translation in other languages :