Meaning : ମାନବ ନିର୍ମିତ ଏକ ବସ୍ତୁ ଯେଉଁଥିରେ କିଛି ରଖାଯାଏ
Example :
ସେ କୁକୁରମାନଙ୍କୁ ମାଟିପାତ୍ରରେ କ୍ଷୀର ପିଆଉଛି
Translation in other languages :
Any object that can be used to hold things (especially a large metal boxlike object of standardized dimensions that can be loaded from one form of transport to another).
containerMeaning : ନାଟକରେ ଅଭିନୟ କରୁଥିବା ବ୍ୟକ୍ତି
Example :
ଶ୍ୟାମଦେବ ଜଣେ କୁଶଳୀ ଅଭିନେତା
Translation in other languages :
नाटक में अभिनय करने वाला व्यक्ति।
श्यामदेव एक कुशल नाट्यकार हैं।Meaning : ନାଟକ, ଉପନ୍ୟାସଆଦିରେ କୌଣସି ବ୍ୟକ୍ତି ଯାହାର କଥାବସ୍ତୁରେ କୌଣସି ସ୍ଥାନ ଅଛି ବା କିଛି ଚରିତ୍ର ଦେଖାଯାଏ
Example :
ନାଟକରେ ସବୁ ଚରିତ୍ରମାନେ ଜୀବନ୍ତ ଅଭିନୟ କଲେ
Synonyms : ଚରିତ୍ର
Translation in other languages :
Meaning : କିଛି ନେବା ବା ପାଇବା ଯୋଗ୍ୟ ବ୍ୟକ୍ତି
Example :
ଦାନ କେବଳ ସୁପାତ୍ରରେ ହିଁ ଦିଆଯିବା ଉଚିତ
Synonyms : ଯୋଗ୍ୟ ବ୍ୟକ୍ତି, ସୁପାତ୍ର
Translation in other languages :