Subscribe
URL of the page has been copied to clipboard.
Meaning : ପଶୁ ହେବାର ଅବସ୍ଥା ବା ଯେଉଁ ଅବସ୍ଥାରେ ମାନବ ପଶୁ ଭଳି କ୍ରୂର ଏବଂ ଅମାନୁଷିକତା ହୋଇଯାଏ
Example : ଭଲ କର୍ମଦ୍ୱାରା ମଣିଷ ମନର ପଶୁତା ନଷ୍ଟ ହୋଇଯାଏ
Synonyms : ଅମାନୁଷିକତା, ପଶୁତା, ପାଶବତା, ପାଶବିକତା
Translation in other languages :हिन्दी English
पशु होने की अवस्था या वह अवस्था जिसमें मानव पशु जैसा क्रूर और अमानवीय हो जाता है।
The trait of extreme cruelty.
Install App