Meaning : ପରଖିବା ବା ଜାଞ୍ଚ କରିବାର କାମ ଅନ୍ୟ କାହାଦ୍ୱାରା କରାଇବା
Example :
ଆମେ ସୁନାଗହଣାର ଶୁଦ୍ଧତା ବଣିଆଦ୍ୱାରା ପରୀକ୍ଷା କରାଉ
Synonyms : ଜାଞ୍ଚ କରାଇବା
Translation in other languages :
Meaning : ଅନ୍ୟ କାହାଦ୍ୱାରା ମୂଲ୍ୟାୟନ କରାଇବା
Example :
ଯନ୍ତ୍ରଣାରେ ପୀଡ଼ିତ ଜେଜେମା ତାଙ୍କ ଆଣ୍ଠୁ ପରୀକ୍ଷା କରେଇଲେ
Synonyms : ଯାଞ୍ଚ କରାଇବା
Translation in other languages :
Meaning : କାହାରିକୁ ଉତ୍ତୀର୍ଣ୍ଣ ବା ଅନୁତ୍ତୀର୍ଣ୍ଣ କରିବା ନିମନ୍ତେ ତାର ଯୋଗ୍ୟତା ବା ଜ୍ଞାନକୁ ପରଖିବାପାଇଁ ତାକୁ ପ୍ରଶ୍ନ ପଚାରିବା
Example :
ଅଧ୍ୟାପକ ଗଣିତ ପରୀକ୍ଷା କରାଉଛନ୍ତି
Synonyms : ପରୀକ୍ଷା ନେବା
Translation in other languages :
किसी की योग्यता या ज्ञान को परखने के लिए उससे प्रश्न पूछना जिसके आधार पर उसको उत्तीर्ण या अनुत्तीर्ण किया जा सके।
अध्यापक गणित की परीक्षा ले रहे हैं।Meaning : କୌଣସି ପରୀକ୍ଷଣଦେଇ ଗତିକରିବା
Example :
ଆପଣ ପ୍ରଥମେ କୌଣସି ଭଲ ଚିକିତ୍ସକଙ୍କଦ୍ୱାରା ଭଲଭାବେ ଆପଣଙ୍କ ପରୀକ୍ଷା କରାନ୍ତୁ
Synonyms : ଟେଷ୍ଟ କରାଇବା, ଯାଞ୍ଚ କରାଇବା
Translation in other languages :
* किसी परीक्षण से गुजरना।
पहले आप किसी अच्छे चिकित्सक से अच्छी तरह से अपना परीक्षण कराइए।