Subscribe
URL of the page has been copied to clipboard.
Meaning : ମୂତ୍ର ତ୍ୟାଗ
Example : ଛାତ୍ର ଶିକ୍ଷକଙ୍କୁ ପରିସ୍ରା କରିବାପାଇଁ ଅନୁମତି ମାଗିଲା
Synonyms : ଲଘୁଶଙ୍କା
Translation in other languages :हिन्दी English
शरीर से मूत्र बाहर निकालने की क्रिया।
The discharge of urine.
Meaning : ମୂତ୍ରାଶୟରୁ ନିର୍ଗତ ହେଉଥିବା ତରଳ, ଦୁର୍ଗନ୍ଧ, ବିଷାକ୍ତ ପଦାର୍ଥ
Example : ଚିକିତ୍ସାଶାସ୍ତ୍ରରେ ମୂତ୍ର ସେବନର ବିଧି ମଧ୍ୟ ରହିଛି
Synonyms : ପିସାବ, ପ୍ରସ୍ରାବ, ମୂତ, ମୂତ୍ର
शरीर से उत्सर्जित वह दुर्गन्धमय तरल विषैला पदार्थ जो उपस्थ मार्ग या जननेंद्रिय से निकलता है।
Liquid excretory product.
Install App