Meaning : ପ୍ରାଥମିକ ସାମାଜିକ ବର୍ଗ ଯେଉଁଥିରେ ମାଆ-ବାପା ଏବଂ ସେମାନଙ୍କ ପିଲାମାନେ ସାମିଲ ଥାନ୍ତି
Example :
ଚାକିରି ମିଳିଲା ମାତ୍ରେ ସେ ନିଜ ବାପା-ମାଆଙ୍କୁ ଭୁଲି କେବଳ ନିଜ ପରିବାର ପ୍ରତି ଧ୍ୟାନ ଦେବାକୁ ଲାଗିଲାକୃଷକ ଜଣକ ନିଜ ପୁଅମାନଙ୍କୁ ନିଜନିଜ ପରିବାରର ଭାର ସମ୍ଭାଳିବାକୁ କହିଲେ
Synonyms : ପରିବାର ବର୍ଗ
Translation in other languages :
Meaning : ଗୋଟିଏ ଘରର ଲୋକ
Example :
ମୋର ପରିବାର ଏକାଠି ବସି ଖାଆନ୍ତି
Synonyms : କୁଟୁମ୍ବ
Translation in other languages :
Meaning : ଗୋଟିଏ ପୁରୁଷର ବଂଶଜ
Example :
ତାଙ୍କ ପରିବାରରେ ଏକତା ଅଛି
Translation in other languages :
Meaning : କୌଣସି ବିଶେଷ ଗୁଣ,ସମ୍ବନ୍ଧ ଆଦି ବିଚାରରେ ଜିନିଷଗୁଡିକର ବର୍ଗୀକରଣ
Example :
ଆମ ଭାଷାବି ଆର୍ଯ୍ୟ-ଭାଷା ପରିବାରରେ ଆସେ
Translation in other languages :