Meaning : ବାହନ ଚଳାଇବା ବା ନିୟନ୍ତ୍ରିତ କରିବା
Example :
ସେ କାର୍ ଚଲାଉଛି
Synonyms : ଗତି କରାଇବା, ଚଲାଇବା, ଚାଳନ କରିବା, ଚାଳିତ କରିବା
Translation in other languages :
Meaning : ଏପରି କିଛି କଲେ କୌଣସି ବସ୍ତୁ କାମ କରେ
Example :
ସେ ସିଲେଇ ମେସିନ୍ ଚଲାଉଛି ବଢ଼େଇ ଭଅଁର ଚଲାଉଛି
Synonyms : କାର୍ଯ୍ୟକ୍ଷମ କରାଇବା, ଗତିଯୁକ୍ତ କରାଇବା, ଗତିଶୀଳ କରାଇବା, ଚଲାଇବା
Translation in other languages :