Meaning : କୌଣସି ବିଚାର, କଥା, ମମଲା ଆଦି ବିଷୟରେ କଥାବାର୍ତ୍ତା ବା ପରିଚର୍ଚା କରାଯାଇଥିବା ପତ୍ର
Example :
ଆପଣଙ୍କୁ ପ୍ରଥମେ ବ୍ୟାଙ୍କର ସୂଚନା ପୁସ୍ତିକା ପଢିବା ଜରୁରୀ
Synonyms : ପରିଚର୍ଚା-ପତ୍ର, ପରିଚର୍ଚାପତ୍ର, ସୂଚନା ପୁସ୍ତିକା
Translation in other languages :
वह पत्र जिसमें किसी विचार, बात, मामले आदि के बार में बात या परिचर्चा की गई हो।
आपको पहले बैंक का परिचर्चा-पत्र पढ़ना चाहिए।