Subscribe
URL of the page has been copied to clipboard.
Meaning : ଯାହା ପତ୍ରହୀନ
Example : ପଳାଶ ଗଛର ପତ୍ରହୀନ ଡାଳ ଫୁଲରେ ଲଦି ହୋଇଅଛି ସାଧାରଣତଃ ପତ୍ରଝଡ଼ାରେ ଗଛ ପତ୍ରହୀନ ହୋଇଯାଏ
Synonyms : ଅପତ୍ର, ନିଷ୍ପତ୍ର, ପତ୍ରହୀନ
Translation in other languages :हिन्दी English
जो पल्लव या पत्तियों से रहित हो।
Having no leaves.
Meaning : ଯାହାର ପତ୍ର ଝଡ଼ି ଯାଇଛି
Example : ପତ୍ରଝଡ଼ା ମାସରେ ଅଧିକାଂଶ ଗଛ ପତ୍ରବିହୀନ ହୋଇଯାଏ
Synonyms : ପତ୍ରଝଡା, ପତ୍ରଝରା, ପତ୍ରଶୂନ୍ୟ
जिसके पत्ते झड़ गये हों।
Install App