Meaning : ଯେଉଁ ସ୍ଥାନରେ ପଞ୍ଚାୟତର ଲୋକମାନେ ବସି ପଞ୍ଚାୟତ କରନ୍ତି
Example :
ପଞ୍ଚାୟତ ଘର ପଞ୍ଚାୟତଲୋକ ଓ ଗ୍ରାମବାସୀମାନଙ୍କଦ୍ୱାରା ପୂର୍ଣ୍ଣ ହୋଇଥିଲା
Synonyms : ପଞ୍ଚାୟତଘର
Translation in other languages :
वह जगह जहाँ पंच लोग बैठकर पंचायत करते हों।
पंचायत घर पंचों और गँववासियों से भरा हुआ था।