Meaning : ଅପରାଧ ଘଟିଥିବା ସ୍ଥାନରେ କୌଣସି ପୁଲିସ ଅଧିକାରୀଙ୍କ ଦ୍ବାରା ପ୍ରମାଣ ତଥା ଯାଞ୍ଚ କରାଯିବାର ପ୍ରଥମ ଦସ୍ତାବିଜ
Example :
ପଞ୍ଚନାମାରେ କମସେକମ ଦୁଇ ଜଣ ଯାଞ୍ଚ ଅଧିକାରୀ ଏବଂ ଦୁଇ ଜଣ ସାକ୍ଷୀଙ୍କ ହସ୍ତାକ୍ଷର ରହିବା ଜରୁରୀ
Synonyms : ପଂଚନାମା
Translation in other languages :
Meaning : ଯେଉଁ କାଗଜରେ ପଞ୍ଚାୟତର ସଦସ୍ୟମାନେ ନିଜର ନିର୍ଣ୍ଣୟ ଲେଖନ୍ତି
Example :
ସମସ୍ତ ପଞ୍ଚାୟତର ସଦସ୍ୟ ପଞ୍ଚନାମାରେ ହସ୍ତାକ୍ଷର କଲେ
Synonyms : ପଞ୍ଚାୟତପତ୍ର
Translation in other languages :