Meaning : ପଚିଶ ବର୍ଷର ବୟସ ବା ଗଣନାରେ ପଚିଶତମ ସ୍ଥାନରେ ଆସୁଥିବା ବର୍ଷ
Example :
ପଚିଶରେ ତାଙ୍କ ପୁଅକୁ ଚାକିରୀ ମିଳିଗଲା
Synonyms : ପଚିଶ ବର୍ଷ
Translation in other languages :
+गणना में पचीस के स्थान पर आने वाला साल।
पचीसवें में उसकी नौकरी लग गई थी।A period of time occupying a regular part of a calendar year that is used for some particular activity.
A school year.Meaning : କୋଡ଼ିଏ ଆଉ ପାଞ୍ଚ ମିଶି ହେଉଥିବା ସଂଖ୍ୟା
Example :
ପାଞ୍ଚ ଆଉ ପାଞ୍ଚର ଗୁଣଫଳ ପଚିଶ ହୁଏ
Translation in other languages :
Meaning : କୌଣସି ଇଂରେଜୀ ମାସର ପଞ୍ଚବିଂଶତିତମ ଦିନ ପଡ଼ିଥିବା ତାରିଖ
Example :
ଏମାସ ପଚିଶ ତାରିଖରେ ନାଗପଞ୍ଚମୀ
Synonyms : ପଚିଶ ତାରିଖ