Meaning : ଗୋଟିଏ ବୈଦିକ ଛନ୍ଦ
Example :
ପଂକ୍ତିରେ ଚାଳିସଟି ବର୍ଣ୍ଣ ଥାଏ
Translation in other languages :
Meaning : କୌଣସି କବିତା ବା ଗୀତରେ ଥିବା ଚରଣ ବା ପଦ
Example :
ସୀତା ସ୍ୱଲିଖିତ କବିତାର ଗୋଟିଏ ପଂକ୍ତି ଶୁଣାଇଲେ
Translation in other languages :
Meaning : ଲୋକ ବା ବାହନମାନଙ୍କର ଧାଡ଼ି ଯାହା କାହାକୁ ବା କିଛିପାଇଁ ଅପେକ୍ଷା କରିଛନ୍ତି
Example :
ଧାଡ଼ି ଭାଙ୍ଗି ଯାତ୍ରୀ ଭରୁଥିବା ଚାଳକକୁ ବହୁତ ମାଡ଼ ହେଲା
Translation in other languages :
Meaning : କୌଣସି ପଷ୍ଠା ବା କୌଣସି ବସ୍ତୁର ପର୍ଦ୍ଦାଆଦି ଉପରେ ସିଧାରେ ଲେଖାହୋଇଥିବା ଲେଖା
Example :
ଉଦାହରଣ ନିମନ୍ତେ ଆପଣ ପଞ୍ଚମ ପଂକ୍ତି ଦେଖନ୍ତୁ
Translation in other languages :
Text consisting of a row of words written across a page or computer screen.
The letter consisted of three short lines.Meaning : ଗୋଟିଏ ବର୍ଣ୍ଣବୃତ୍ତ
Example :
ପଂକ୍ତିରେ ପ୍ରତ୍ୟେକ ପାଦରେ ଗୋଟିଏ ଭଗଣ ଏବଂ ଶେଷରେ ଦୁଇଟି ଗୁରୁ ହୋଇଥାଏ
Translation in other languages :