Meaning : କୌଣସି କାର୍ଯ୍ୟ ଠିକ୍ ରୂପେ ସମାପ୍ତ କରିବା ପାଇଁ କରାଯାଉଥିବା ଯୁକ୍ତି
Example :
ସରକାରଙ୍କ ଆତଙ୍କବାଦ ଉନ୍ମୁଳନ ନୀତି ପୂରାପୂରି ସଫଳ ହେଲାନାହିଁ
Translation in other languages :
कोई कार्य ठीक तरह से पूरा करने के लिए की जानेवाली युक्ति।
सरकार की आतंकवाद उन्मूलन की नीति पूरी तरह से सफल नहीं हुई।A plan of action adopted by an individual or social group.
It was a policy of retribution.Meaning : କୌଣସି ବ୍ୟକ୍ତି ବା ସଂସ୍ଥା ଦ୍ବାରା କୌଣସି ବିଶେଷ ଯୋଜନା ଯାହା ଅନ୍ୟର ହିତନିମନ୍ତେ ଜାରୀ
Example :
ଆମର କମ୍ପାନୀ ନୂଆ-ନୂଆ ପଲିସୀ କାର୍ଯ୍ୟକାରୀ କରୁଛି
Synonyms : ପଲିସୀ
Translation in other languages :
A plan of action adopted by an individual or social group.
It was a policy of retribution.Meaning : ଜନତା ବା ସମାଜପାଇଁ ନିର୍ଦ୍ଦିଷ୍ଟ ଆଚାର ବ୍ୟବହାର
Example :
ରାଜା ବିକ୍ରମାଦିତ୍ୟଙ୍କ ଉତ୍ତମ ନୀତିଯୋଗୁଁ ତାଙ୍କ ପ୍ରଜା ସୁଖୀ ଥିଲେ
Synonyms : ନ୍ୟାୟ
Translation in other languages :
The principles of right and wrong that are accepted by an individual or a social group.
The Puritan ethic.