Meaning : କୌଣସି ଧାତୁକୁ ଆକାର ଦେବା ବା ଉପଯୁକ୍ତ କରିବା ବା ସୁଧାରିବା ବା ଉନ୍ନତ କରିବା
Example :
ସେ ଲୁହାରେ କିଛି ବିଶେଷ ଉପକରଣ ତିଆରି କରୁଛି
Synonyms : କରିବା, ତିଆରି କରିବା, ପ୍ରସ୍ତୁତ କରିବା
Translation in other languages :
* किसी धातु को आकार देना या उपयुक्त बनाना या सुधारना या उन्नत बनाना।
वह लोहे से कोई विशेष उपकरण बना रहा है।Meaning : କାଣ୍ଟ-ଛାଣ୍ଟକରି କୌଣସି ପ୍ରକାରରେ ଦରକାରୀ ବସ୍ତୁ ତିଆରି କରିବା
Example :
ସେ ମାଟିର ମୂର୍ତ୍ତି ତିଆରି କରୁଛି
Synonyms : ଆକାର ଦେବା, ଗଢ଼ିବା, ତିଆରି କରିବା, ବନେଇବା, ରୂପ ପ୍ରଦାନ କରିବା, ସର୍ଜନା କରିବା
Translation in other languages :
Meaning : ଅସ୍ତିତ୍ୱକୁ ଆଣିବା
Example :
କୁମ୍ଭାର ମାଠିଆ ଗଢ଼ୁଛି
Synonyms : ଗଢ଼ିବା, ତିଆରିକରିବା
Translation in other languages :
अस्तित्व में लाना।
कुम्हार घड़े बनाता है।Meaning : ଘର ବା କାନ୍ଥ ଆଦି ତିଆରି କରିବା
Example :
ମିସ୍ତ୍ରୀ ଓ ଶ୍ରମିକମାନେ ଏବେ କାନ୍ଥ ଉଠାଉଛନ୍ତି
Synonyms : ଉଠାଇବା, ତିଆରି କରିବା
Translation in other languages :