Meaning : ଯାହାଙ୍କର ଆଶା ହତ ବା ନଷ୍ଟ ହୋଇଯାଇଛି
Example :
ବିଦ୍ୟାଳୟରେ ନାମ ଲେଖାଇବାକୁ ନମିଳିବାରୁ ଶ୍ୟାମ ହତାଶ ହୋଇଗଲା
Synonyms : ହତାଶ
Translation in other languages :
Arising from or marked by despair or loss of hope.
A despairing view of the world situation.Meaning : ଯାହାର ଆଶା ନାହିଁ
Example :
ମହେଶ ବହୁତ ଜଲ୍ଦି ଆଶାହୀନ ହୋଇ କୌଣସି କାମରେ ହାର ମାନି ଯାଏ
Synonyms : ଆଶାହୀନ